ପାମର Pāmara

  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) କାଛୁରା — Attacked with scabs; scabby (Apte)
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ଅଧମ — Vile; mean
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ନୀଚ; ଇତର — Low; base; vulgar
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ଘୃଣ୍ୟ — Despised; despicable
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ପାପିଷ୍ଠ — Sinful
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ନିର୍ବୋଧ; ମୂର୍ଖ — Stupid; foolish; silly
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ଖଳ; ଦୁଷ୍ଟ — Wicked; rogue
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ନିରାଶ୍ରୟ; ବେଚାରା — Poor; helpless (Apte)
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ଦୁଷ୍ଟ ବା ନୀଚ ବ୍ୟକ୍ତି — A wicked or low man (Apte)
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ନିର୍ବୋଧ ବ୍ୟକ୍ତି — A fool; idiot (Apte)
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ଘୃଣ୍ୟ କର୍ମକାରୀ ନୀଚ ଜାତୀୟ ବ୍ୟକ୍ତି — A person of lowest extraction engaged in the most degrading occupation
  • ସଂ. ବିଣ. ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ବା ପାପ୍ମା= ପାପ+ ରା ଧାତୁ+ କର୍ତ୍ତୃ. ଅ) ବାଡ଼ିଆ ବାଡ଼େଇ ହୋଇ ମରନ୍ତି ପାମରେ। ରାଧାନାଥ, ମହାଯାତ୍ରା।