ପାମନ Pāmana

  • ସଂ. ବିଣ. ପୁଂ (ପାମନ୍= କାଛୁ କୁଣ୍ଡିଆ+ ଅଛି ଅର୍ଥରେ ନ) — କାଛୁରା; କାଛୁ ରୋଗାକ୍ରାନ୍ତ — Suffering from itches