ପାଭୋର୍ Pābhor

  • ଗ୍ରା. ଅ. (ସବାରି ଗଉଡ଼ମାନଙ୍କ ଡାକ) — ଏଠାରେ ବଳାଗଣ୍ଠି ବୁଡ଼ିବା ଅପେକ୍ଷା ବେଶି ପାଣି ଅଛି — (a halloo of palki-bearers) Here we have to wade through more than ankle-deep water