ପାପ ପୁରୁଷ Pāpa purusha

  • ସଂ. ବି — ମୂର୍ତ୍ତିମାନ୍ ପାପ; ସଇତାନ; ପାପ ନାମଧାରୀ କଳ୍ପିତ ପୁରୁଷ — Sin personified; Satan
  • ସଂ. ବି — [ଦ୍ର—ତନ୍ତ୍ର ମତରେ କଳ୍ପିତ ପାପପୁରୁଷର ସମସ୍ତ ଶରୀରର ଉପାଦାନ ଓ ଅଙ୍ଗ ପ୍ରତ୍ୟଙ୍ଗ ଓ ଲୋମମାନ ଭିନ୍ନ ଭିନ୍ନ ପାପ ବା ମହାପାତକ ଓ ଉପପାତକ ଦ୍ୱାରା ଗଠିତ। ଏହାର ବର୍ଣ୍ଣ କଜ୍ଜ୍ୱଳ— କଳା, ଏହାର ଆଖି ରକ୍ତବର୍ଣ୍ଣ। ଏ ସର୍ବଦା କ୍ରୁଦ୍ଧ ଓ ଏହାର ଆୟୁଧ ଖଡ଼୍ଗ ଓ ଢାଲ। ହି. ଶ.]
  • ସଂ. ବି — (ମ. ପ. ଲୋ; ପାପ କର୍ମକାରୀ ପୁରୁଷ)— ପାପୀ ବା ଦୁଷ୍ଟ ବ୍ୟକ୍ତି — A villain; a wicked person