ପାନ୍ଥ Pāntha

  • ସଂ. ବି. (ପଥିନ୍= ପଥ+ କୁଶଳ ବା ପଟୁ ଅର୍ଥରେ ଅ.) — ବାଟୋଇ; ପଥିକ; ପର୍ଯ୍ୟଟକ — Traveller
  • ସଂ. ବି. (ପଥିନ୍= ପଥ+ କୁଶଳ ବା ପଟୁ ଅର୍ଥରେ ଅ.) — ବିଦେଶରେ ଥିବା ଯୋଗୁଁ ସ୍ତ୍ରୀ ବିଚ୍ଛେଦ ଦୁଃଖୀ ବ୍ୟକ୍ତି — A lover separated from his sweetheart being far away from home