ପାନ୍ଥ ପାଦପ Pāntha pādapa

  • ସଂ. ବି.—(ଆଧୁନିକ ପ୍ରୟୋଗ) — ମାଡ଼ାଗାସ୍କର ଆଦି ଦ୍ୱୀପପୁଞ୍ଜରେ ଜନ୍ମିବା କଦଳୀ ଜାତୀୟ ଏକ ପ୍ରକାର ଗଛ — The traveller's tree; Ravenala Madagascariensis
  • ସଂ. ବି.—(ଆଧୁନିକ ପ୍ରୟୋଗ) — [ଦ୍ର—ଏହାର ବାହାଙ୍ଗାର ମୂଳକୁ ଛୁରୀଦ୍ୱାରା କ୍ଷତ କଲେ ତହିଁରୁ ଜଳପରି ସୁସ୍ୱାଦୁ ପାନୀୟ ରସ ବାହାରେ ଓ ତାହା ପଥିକମାନେ ପିଅନ୍ତି। ଏ ଗଛକୁ ଭାରତବର୍ଷରେ କେତେକ ଲୋକ ଆଣି ଲଗାଇ ଅଛନ୍ତି ଓ ଏ ଗଛରୁ ମଧ୍ୟ ଜଲପରି ସୁସ୍ୱାଦୁ ରସ ବାହାରେ।]