ପାନିଆ Pāniā

  • ଦେ. ବି. (ସଂ. ପ୍ରବେଣୀ; ପ୍ରସାଧନୀ) — କଙ୍କତିକା; କେଶ ପ୍ରସାଧନୀ; କଙ୍ଗେଇ — Comb
  • ଦେ. ବି. (ସଂ. ପ୍ରବେଣୀ; ପ୍ରସାଧନୀ) — ଲୁଗାବୁଣା ସମୟରେ ଟାଣୀ ସୂତାକୁ ଧାରାମତେ ଟାଣି ଧରିବା ନିମିତ୍ତ ବ୍ୟବହୃତ କଙ୍କତିକା ସଦୃଶ ଯନ୍ତ୍ରବିଶେଷ — A comb of weavers through which the warp threads are passed to keep them distinct from each other during weaving
  • ଦେ. ବି. (ସଂ. ପ୍ରବେଣୀ; ପ୍ରସାଧନୀ) — କାନ୍ଧ ଓ ଖୁଆ ମୁଣ୍ଡି ମଧ୍ୟରେ ଥିବା ତ୍ରିକୋଣ ହାଡ଼ — The scapula
  • ଦେ. ବି. (ସଂ. ପ୍ରବେଣୀ; ପ୍ରସାଧନୀ) — ଉଲ୍ ଓ ଝୋଟ ଆଦିକୁ କୁଣ୍ଡାଇ ପରିଷ୍କାର କରିବା ପାନିଆ — A comb for clearing wool, flax etc
  • ପ୍ରାଦେ (ସମ୍ବଲପୁର ଓ ବସ୍ତର) ବିଣ. — ପାଣିଆ — Watery