ପାନାସକ୍ତ Pānāsakta

  • ସଂ. ବିଣ. ପୁଂ. ( 7 ମୀ ତତ୍; ପାନରେ ଆସକ୍ତ) — ଯେ ସର୍ବଦା ଜଳପାନ କରିବାରେ ଅଭ୍ୟସ୍ତ — Habituated to drinking water
  • ସଂ. ବିଣ. ପୁଂ. ( 7 ମୀ ତତ୍; ପାନରେ ଆସକ୍ତ) — ଯେ ସର୍ବଦା ମଦ୍ୟପାନରେ ଲିପ୍ତ — Addicted to drink; drunkard