ପାନିଆ ଖେଳ Pāniā kheḻa

  • ପ୍ରାଦେ (ଗଡ଼ଜାତ) ବି. ଏକପ୍ରକାର କ୍ରୀଡ଼ା — A kind of indoor game
  • ପ୍ରାଦେ (ଗଡ଼ଜାତ) ବି. [ଦ୍ର—ଦୁଇଜଣ ଖେଳାଳି ଏଥିରେ ଖେଳନ୍ତି। ତ୍ରିଭୁଜା— କାରରେ ଗୁଡ଼ିଏ ସାନ ଗୋଡ଼ିକୁ ଛେଳି ଓ ବଡ଼ ଗୋଡ଼ିକୁ ବାଘ କଳ୍ପନା କରାଯାଇ ଭୂମିରେ ଗାର କଟାଯାଇ ରଖାଯାଏ। ଜଣେ ଖେଳାଳୀ ଛେଳି ନିଏ ଓ ଆଉ ଜଣେ ବାଘ ନିଏ। ଛେଳି ଗୋଡ଼ିମାନ ଏପରି ବସାଇବାକୁ ହେବ ଯେ ବାଘ ଗୋଡ଼ି ତାକୁ ଡେଇଁ କରି ଖାଇ ପାରିବ ନାହିଁ।