ପାନସ Pānasa

  • ଦେ. ବି.—(ଫା. ଫାନୁସ୍) — କାଚ, ମେଘନାଳ ଓ କାଗଜ ନିର୍ମିତ ଦୀପାଧାରବିଶେଷ — Chineese lantern
  • ଦେ. ବି.—(ଫା. ଫାନୁସ୍) — [ଦ୍ର—ଯେଉଁ ପାନସ ଉପରେ ଉଡ଼େ ତାକୁ ଉଡ଼ା ପାନୁସ କୁହାଯାଏ।]
  • ସଂ. ବିଣ. (ପନସ+ ଅ) — ପଣସ ସମ୍ବନ୍ଧୀୟ — Relating to the jackfruit
  • ସଂ. ବି — ପଣସରୁ ତିଆରି ପ୍ରାଚୀନ କାଳର ଏକପ୍ରକାର ମଦ୍ୟ — A kind of wine prepared in old times from the jackfruit