ପାନମହୁରୀ Pānamahurī

  • ଦେ. ବି. (ସଂ. ପର୍ଣ୍ଣ+ ମଧୁରିକା) — ଧନ୍ୟାଦିବର୍ଗର ବର୍ଷାୟୁଃ ଶାକବିଶେଷ — Anisse; aniseed; fennel; Faceniculium Vulgare
  • ଦେ. ବି. (ସଂ. ପର୍ଣ୍ଣ+ ମଧୁରିକା) — [ଦ୍ର—ଏହା ଖିଲ ପାନରେ ଓ ରାନ୍ଧିବାର ମସଲା ରୂପେ ବ୍ୟବହୃତ ହୁଏ। ଏହା ଔଷଧରେ ଲାଗେ ଓ ଏହାର ଅର୍କ ଔଷଧରୂପେ ବ୍ୟବହାର କରାଯାଏ। ବୈଦ୍ୟକ ମତରେ ଏହା ଯୋନିଶୂଳ, ଅଗ୍ନି— ମାନ୍ଦ୍ୟ, ମଳବଦ୍ଧତା, କ୍ରିମି, ଶୂଳ, କାସ, ବମି, ଶ୍ଳେଷ୍ମା ଓ ବାୟୁନାଶକ। ଏହା ବୃଷ୍ୟ, ରୁକ୍ଷ ଓ ପାଚକ।]