ପାନକପୁରା Pānakapurā
- ଦେ. ବି (ସଂ. ପର୍ଣ୍ଣ+କର୍ପୂର; ଏହାର ପତ୍ର କର୍ପୂର ପରି ବାସିବାରୁ) — ନାରଙ୍ଗାଦି ବର୍ଗର କ୍ଷୁପବିଶେଷ — Clausena Heptaphylla; (a small plant with camphor scented leaves)
- ଦେ. ବି (ସଂ. ପର୍ଣ୍ଣ+କର୍ପୂର; ଏହାର ପତ୍ର କର୍ପୂର ପରି ବାସିବାରୁ) — [ଦ୍ର—ଏହା ପୂର୍ବ ବଙ୍ଗରେ ଜନ୍ମେ; ଅନ୍ୟତ୍ର ଲୋକେ ସଉକିରେ ବଗିଚାରେ ଲଗାନ୍ତି। ପତ୍ର ମଳିଲେ କର୍ପୂରର ଗନ୍ଧ ବାହାରେ। ପତ୍ରରେ ପ୍ରାୟ 7 ଟି ପର୍ଣ୍ଣ ଥାଏ। ଏହା ତୈଳକୁ ବା ପାନୀୟକୁ ସୁବାସିତ କରିବା ପାଇଁ ତହିଁରେ ମିଶାଯାଏ।] — [ଦ୍ର—ଏହା ପୂର୍ବ ବଙ୍ଗରେ ଜନ୍ମେ; ଅନ୍ୟତ୍ର ଲୋକେ ସଉକିରେ ବଗିଚାରେ ଲଗାନ୍ତି ପତ୍ର ମଳିଲେ କର୍ପୂରର ଗନ୍ଧ ବାହାରେ ପତ୍ରରେ ପ୍ରାୟ7ଟି ପର୍ଣ୍ଣ ଥାଏ ଏହା ତୈଳକୁ ବା ପାନୀୟକୁ ସୁବାସିତ କରିବା ପାଇଁ ତହିଁରେ ମିଶାଯାଏ]