ପାନ ଶୌଣ୍ଡ Pāna ṡauṇḍa

  • ସଂ. ବିଣ. ପୁଂ. (ପାନ= ମଦ୍ୟପାନ+ ଶୌଣ୍ଡ=ମତ୍ତ) — ଅତ୍ୟନ୍ତ ପାନରତ; ମଦୁଆ; ମଦ୍ୟପାନାସକ୍ତ — One addicted to drink; drunkard