ପାନ ମସଲା Pāna masalā

  • ଦେ. ବି.— (ସଂ. ପର୍ଣ୍ଣ+ ଫା. ମଶାଲା) — ପାନ ଖିଲରେ ଦିଆ ଯିବା ମସଲା (ଯଥା—ଗୁଜୁରାତି, ଅଳେଇଚ, ଯାଇତ୍ରୀ ଲବଙ୍ଗ, ଜାଈଫଳ ଓ କବାବଚିନି) — Spices taken with betel