ପାନ ବୋଳ Pāna boḻa

  • ଦେ. ବି. — ପାନଖିଲ ଚୋବାଇଥିବା ଯୋଗୁଁ ଅଧରରେ ଓ ଦାନ୍ତରେ ବସିଥିବା ଗାଢ଼ ରକ୍ତବର୍ଣ୍ଣ ସ୍ତର — Red dye of the lips and teeth due to chewing betel
  • ଦେ. ବି. — ଅଧର ସୁନ୍ଦର ନ ଥାଇ ପାନ ବୋଳ, ଧିକ୍କାରୁଥାଇ ସବୁବେଳରେ ପ୍ରବାଳ—କୃଷ୍ଣସିଂହ, ମହାଭାରତ, ବନ।