ପାନ ବଟୁଆ Pāna baṭuā

  • ଦେ. ବି (ସଂ. ପର୍ଣ୍ଣ; ସଂ. ବଟ= ଗଣସୂତ୍ର) — ପାନ ଭାଙ୍ଗି ଖାଇବାର ଉପକରଣ ଆଦି (ପାନ, ଚୂନ, ଖଇର, ଗୁଆ ଓ ଗୁଣ୍ଡି) ରଖାଯିବା ମୁଣି — Betel-pouch; a pouch in which the ingredients for chewing betel are kept
  • ପ୍ରାଦେ (ବସ୍ତର) ବି. — ପାନଡିବା — A pot for keeping rolled up betel-packets