ପାନ ପାତ୍ର Pāna pātra
- ସଂ. ବି. (ମ. ପ. ଲୋ; ପାନାର୍ଥ ବ୍ୟବହୃତ ପାତ୍ର) — ଗିଲାସ — Drinking glass
- ସଂ. ବି. (ମ. ପ. ଲୋ; ପାନାର୍ଥ ବ୍ୟବହୃତ ପାତ୍ର) — ମଦ ପିଇବା ପାତ୍ର — Wine glass
- ସଂ. ବି. (ମ. ପ. ଲୋ; ପାନାର୍ଥ ବ୍ୟବହୃତ ପାତ୍ର) — ପାଣି ପିଇବାର ପାତ୍ର — Drinking pot; drinking bowl