ପାଦୁକା Pādukā

  • ସଂ. ବି. (ପାଦି ଧାତୁ=ଗମନ କରାଇବା+କର୍ତ୍ତୃ ଉ+ କ) — ଖଡ଼ମ; କଠାଉ — Sandals
  • ସଂ. ବି. (ପାଦି ଧାତୁ=ଗମନ କରାଇବା+କର୍ତ୍ତୃ ଉ+ କ) — ଜୋତା — Shoes
  • ସଂ. ବି. (ପାଦି ଧାତୁ=ଗମନ କରାଇବା+କର୍ତ୍ତୃ ଉ+ କ) — ଚଟି ଜୋତା — Slippers