ପାଦାଙ୍ଗଦ Pādāṅgada

  • ସଂ. ବି. (ପାଦ+ଅଙ୍ଗ=ସୌନ୍ଦର୍ଯ୍ୟ+ଦା ଧାତୁ+କର୍ତ୍ତୃ. ଅ; ଯାହା ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରେ) — ମଲ; ନୂପୁର — Anklet