ପାଦରଜ ପକାଇବା Pādaraja pakāibā
- ଦେ. କ୍ରି. (ସମ୍ମାନାର୍ଥକ ପ୍ରୟୋଗ) — (କୌଣସି ସ୍ଥାନରେ କୌଣସି ମହାପୁରୁଷ ବା ବନ୍ଧୁ ଆଦିଙ୍କର) ଉପସ୍ଥିତ ହେବା; ଆସିବା — 1. To come to a place; to arrive at a place
- ଦେ. କ୍ରି. (ସମ୍ମାନାର୍ଥକ ପ୍ରୟୋଗ) — (ଯଥା—ମୋ କୁଡ଼ିଆରେ ଆପଣଙ୍କ ପାଦ ରଜ ପଡ଼ିଲା ନାହିଁ।)