ପାଦ ବିନ୍ଦ Pāda binda

  • ଗ୍ରା. ବି. (ପ୍ରାଚୀନ ପଦ୍ୟ; ସଂ. ପାଦାରବିନ୍ଦ) — ପଦାରବିନ୍ଦ — Lotus feet
  • ଗ୍ରା. ବି. (ପ୍ରାଚୀନ ପଦ୍ୟ; ସଂ. ପାଦାରବିନ୍ଦ) — ଏକ ବ୍ରହ୍ମ ପାଦ ବିନ୍ଦ ହୃଦୟରେ ଗୁଣି। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।