ପାଦ ପୂରଣ Pāda pūraṇa

  • ସଂ .ବି. ( 6 ଷ୍ଠୀ ତତ୍; ପାଦ+ପୂରଣ) — ବାକ୍ୟାଳଙ୍କାର; ବାକ୍ୟକୁ ଶେଷ କରିବା ନିମନ୍ତେ ବ୍ୟବହୃତ ଶବ୍ଦ ଯଥା—ଇ (ଏକଇ); ଟି (ହେଇଟି); ପରା — Expletive used to fill up a word
  • ସଂ .ବି. ( 6 ଷ୍ଠୀ ତତ୍; ପାଦ+ପୂରଣ) — ଶ୍ଳୋକର ଏକ ବା ତିନିଟି ଚରଣ ଶୁଣି ବାକି ଚରଣକୁ ରଚନା କରିବା — The filling up of omitted line or lines in a stanza