ପାଦ ପୂଜା Pāda pūjā

  • ସଂ. ବି. ( 6 ଷ୍ଠୀ ତତ୍) — ସମ୍ମାନାର୍ହ ବ୍ୟକ୍ତି ବା ଦେବତାଙ୍କର ଚରଣରେ ଅର୍ପିତ ପୂଜା — Worship of the feet of a respectable person or Deity
  • ସଂ. ବି. ( 6 ଷ୍ଠୀ ତତ୍) — (ଲକ୍ଷଣାର୍ଥ) ବିଶେଷ ସମ୍ମାନ — (figurative) Profound veneration