ପାତ୍ର Pātra
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ବସ୍ତୁର ଆଧାର — A receptacle; a pot; a vessel
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ଭାଜନ; ଯୋଗ୍ୟ ବିଷୟ; (କୌଣସି ବିଷୟର) ଉପଯୁକ୍ତ ବ୍ୟକ୍ତି — Object; recipient; fit object for
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ଶୁଣିତେ ଯେବେ ମୁହିଁ ପାତ୍ର କହ ତୋ ଜନ୍ମ କର୍ମ ଗୋତ୍ର—ଜଗନ୍ନାଥ, ଭାଗବତ।
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — କୌଣସି କାର୍ଯ୍ୟ କରିବାକୁ ଯୋଗ୍ୟ ବ୍ୟକ୍ତି — A competent person; a person competent to do something
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ବାସନ — Utensil; plate; bowl
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ବିବାହାର୍ଥୀ; ବର — Bridegroom; bridegroom elect
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ମନ୍ତ୍ରୀ — Minister
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — (ଭୂଗୋଳ) ତୀର ଦ୍ୱୟର ମଧ୍ୟବର୍ତ୍ତୀ ଜଳ ଧାର; ପ୍ରଣାଳୀ — (Geography) A strait
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ନାଟର ଅଭିନେତା — Actor of a play
- ସଂ. ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ) — ଦେହ; ଶରୀର — Body
- ସଂ. ବି. ସ୍ତ୍ରୀ — କନ୍ୟା — Bride; bride elect
- ସଂ. ବିଣ — ଉପଯୁକ୍ତ; ଯୋଗ୍ୟ — Fit; competent