ପାତ୍ର ଶେଷ Pātra ṡesha

  • ସଂ. ବି. (ମ. ପ. ଲୋ; ପାତ୍ରରେ ବଳିଥିବା ଖାଦ୍ୟ ଦ୍ରବ୍ୟର ଶେଷ) — ଅଇଁଠା; ଭୋଜନ ପାତ୍ରରେ ଖାଇବାଲୋକ ଛାଡ଼ିଯାଇଥିବା ଭୁକ୍ତାବଶିଷ୍ଟ ଦ୍ରବ୍ୟ; ଉଚ୍ଛିଷ୍ଟ (ହି. ଶ) — The leavings of an eater in the plate