ପାତ୍ର ଅନ୍ତର Pātra antara

  • ଦେ. ବି. — ପକ୍ଷପାତ — Partiality
  • ଦେ. ବି. — ଜଣକ ପ୍ରତି ଏକପ୍ରକାର ବ୍ୟବହାର ଓ ଅନ୍ୟ— ବ୍ୟକ୍ତି ସମାନପଦସ୍ଥ ହୋଇଥିଲେହେଁ ତାହା ପ୍ରତି କରାଯିବା ଅନ୍ୟରୂପ ବ୍ୟବହାର — Unequal dealing or behaviour with different persons; discriminating treatment