ପାତଞ୍ଜଳ Pātan̄jaḻa
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — ପତଞ୍ଜଳି ମୁନିକୃତ ଦର୍ଶନଶାସ୍ତ୍ର — The branch of Hindu Philosophy propounded by sage Patan̄jaḻi
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — [ଦ୍ର—ଏହାର ନାମ ଯୋଗଦର୍ଶନ; ଏହା ଚାରି ଭାଗ ବା ପାଦରେ ବିଭକ୍ତି।
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — ଯୋଗପାଦ (ଏଥିରେ ଯୋଗର ଲକ୍ଷଣାଦି ବର୍ଣ୍ଣିତ)
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — ସାଧନପାଦ (କ୍ରିୟା ଯୋଗାଦି ସାଧନ ପ୍ରକରଣ)।
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — ବିଭୂତିପାଦ (ଧ୍ୟାନ ଧାରଣାଦି ବିଭୂତି ବିବରଣ)।
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — କୈବଲ୍ୟପାଦ (ସିଦ୍ଧିପଞ୍ଚକାଦି କୈବଲ୍ୟ)। ]
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — ପତଞ୍ଜଳି ମୁନିକୃତ ବେଦାନ୍ତର ମହାଭାଷ୍ୟ — The commentary of the Bedānta by sage Patan̄jaḻi
- ସଂ. ବି. (ପତଞ୍ଜଳିଙ୍କ ଦ୍ୱାରା ରଚିତ ଅର୍ଥରେ+ଅ) — [ଦ୍ର—ପତଞ୍ଜଳି ତଳେ ନୋଟ ଦେଖ।]