ପାଣ୍ଡୁଲିପି Pāṇḍu lipi
- ସଂ. ବି.—(କର୍ମଧା; ପାଣ୍ଡୁ+ଲିପି) — ଖସଡ଼ା; ଚିଠା — Preliminary rough sketch of a document
- ସଂ. ବି.—(କର୍ମଧା; ପାଣ୍ଡୁ+ଲିପି) — ହାତଲେଖା ପୁସ୍ତକ — Manuscript
- ସଂ. ବି.—(କର୍ମଧା; ପାଣ୍ଡୁ+ଲିପି) — ଭୂମିରେ ବା ପଟାରେ ଖଡ଼ିଦ୍ୱାରା ଅଙ୍କିତ ଚିତ୍ର — A rough draft or sketch made with chalk on the ground or board (Apte)