ପାଣ୍ଡା Pāṇḍā

  • ପ୍ରାଦେ. (ଗଡ଼ଜାତ) ବିଣ. (ସଂ. ପଣ୍ଡ) — ବିଫଳମନୋରଥ; ନିଷ୍ଫଳ — Fruitless; unsuccessful
  • ପ୍ରାଦେ. (ଗଡ଼ଜାତ) ବିଣ. (ସଂ. ପଣ୍ଡ) — [ଦ୍ର—ଟ୍ରେନ୍ ଚାଲିଗଲା। ଭଦ୍ରଲୋକଟି ଟ୍ରେନରେ ଉଠି ନ ପାରି ପାଣ୍ଡା ହୋଇ ଷ୍ଟେସନରେ ବସି ରହିଲେ। ଗଡ଼ଜାତବାସିନୀ ( 26।4।30 ) ] — [ଦ୍ର—ଟ୍ରେନ୍ ଚାଲିଗଲା ଭଦ୍ରଲୋକଟି ଟ୍ରେନରେ ଉଠି ନ ପାରି ପାଣ୍ଡା ହୋଇ ଷ୍ଟେସନରେ ବସି ରହିଲେ ଗଡ଼ଜାତବାସିନୀ (26430) ]
  • ପ୍ରାଦେ. (ଗଡ଼ଜାତ) ବିଣ. (ସଂ. ପଣ୍ଡ) — (ପାରିକୁଦ) ଚିଲିକାରେ ଶୀତ ଋତୁରେ ଦେଖାଯିବା ଏକ— ପ୍ରକାର ପକ୍ଷୀ — A kind of aquatic bird frequenting the Chilka lake in winter