ପାଣ୍ଡବେୟ Pāṇḍabeya

  • ସଂ. ବି. ପୁଂ — (ପଣ୍ଡୁ+ଅପତ୍ୟାର୍ଥେ ଏୟ)— ପାଣ୍ଡବ — The Pāṇḍabas
  • ସଂ. ବି. ପୁଂ — (ପାଣ୍ଡବ+ଅପତ୍ୟାର୍ଥେ ଏୟ)—ଅଭିମନ୍ୟୁଙ୍କ ପୁତ୍ର ରାଜା ପରୀକ୍ଷିତ (ହି. ଶ) — A name of king Parīkshita