ପାଣ୍ଡି Pāṇḍi

  • ଦେ. ବି. — କୁମ୍ଭାରୁଣୀମାନେ ଜଙ୍ଗଲରୁ କାଟିବା କଣ୍ଟାଝାଟି ଗୋଛା — Bundles of thorn; shrub and twigs collected by potter women from jungle for burning earthen pots
  • ଦେ. ବି. — ଚିଲିକାରେ ଦେଖାଯିବା ପାଣ୍ଡରଲିପ୍ତପଦ ପକ୍ଷୀବିଶେଷ — A kind of grey webfooted aquatic bird
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — (ଶିଶୁଙ୍କ ପ୍ରତି ବ୍ୟବହୃତ) ସ୍ଥୂଳକାୟ ଓ ଖର୍ବ — Stout and dwarfish