ପାଣିହଳା Pāṇihaḻā
- ଦେ. ବି — ଉଭୟଚର ବିଷାକ୍ତ ସର୍ପବିଶେଷ — A kind of poisonous amphibeous snake
- ଦେ. ବି — ପାଣି ହୁଳା ଧଣ୍ଡା ଚିତି ଆଦି ଏ ସାପ ରହିଲେ ପଟ ଧରି କର୍ଣ୍ଣଙ୍କ ସମୀପ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
- ପ୍ରାଦେ. (ବାଲେଶ୍ୱର) ବି — ତେଲୁଣିପୋକ — Galley worm
- ପ୍ରାଦେ. (ଗଞ୍ଜାମ; ଜୟପୁର; ବିଶାଖାପଟଣା) — ମାଟିବିରାଡ଼ି ସାପ — A kind of nonvenomous brown coloured snake