ପାଣିସାରୁ Pāṇisāru

  • ଦେ. ବି. (ସଂ. କୋଚ; ଏକକନ୍ଦ) — ପାଣିକୂଳରେ ଜନ୍ମିବା ଏକ ପ୍ରକାର ସାରୁ — A kind of Colocacia; Lasia Heterophylla; vitis Late foloia (Haines)
  • ଦେ. ବି. (ସଂ. କୋଚ; ଏକକନ୍ଦ) — [ଦ୍ର—ଏହାକୁ ଗରିବ ଲୋକେ ସିଝାଇ କରି ଖାଆନ୍ତି। ଏହାକୁ ଖାଇଲେ ପାଟି କୁଣ୍ଡେଇ ହୁଏ। ଏହା ଦୁଇ ପ୍ରକାର; ଏକ ପ୍ରକାର ପତ୍ରର ଡେମ୍ଫ ହରିଦ୍ବର୍ଣ୍ଣ ଓ ଅନ୍ୟ ପ୍ରକାରର ଡେମ୍ଫ ବାଇଁଗଣି ରଙ୍ଗର।]