ପାଣିରେ ପକାଇବା Pāṇire pakāibā

  • ଦେ. କ୍ରି. — କୌଣସି ଦ୍ରବ୍ୟକୁ ଜଳସାତ୍ କରିବା — To comign a thing to water
  • ଦେ. କ୍ରି. — ବତୁରାଇବା — To moisten
  • ଦେ. କ୍ରି. — ବୃଥାରେ (ଧନ) ବ୍ୟୟ କରିବା — To spend money without any result
  • ଦେ. କ୍ରି. — ଅପାତ୍ରରେ ଧନ ଦେବା — To give money to an unworthy object or man