ପାଣିର ଗାର Pāṇira gāra

  • ଦେ. ବି. — ପାଣିଗାର (ଦେଖ) — Pāṇi gāra (See)
  • ଦେ. ବି. — [ଦ୍ର—ପାଣିରେ ଗାର ପକାଇଲା ମାତ୍ରେ ଲିଭି ଗଲା ପରି ଯେଉଁ ବିଷୟ କରିବାକୁ ପ୍ରତିଜ୍ଞା କରାଯାଇ, କରାଯାଏ ନାହିଁ, ସେହିଠାରେ ସେହି ବିଷୟକୁ ଲକ୍ଷ୍ୟ କରି "ପାଣିର ଗାର" ବୋଲି କୁହାଯାଏ।]