ପାଣିମୁଖ Pāṇimukha

  • ସଂ. ବି. (ବହୁବ୍ରୀହି; ପାଣି+ମୁଖ; ବ୍ରାହ୍ମଣର ହସ୍ତ ଅଟେ ମୁଖ ଯାହାର) — ପିତୃ ଲୋକ (ସୁବଳ ଚନ୍ଦ୍ର) — The spirits of the departed ancestors