ପାଣିଘ Pāṇigha
- ସଂ. ବି—(ପାଣି+ହନ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ) — ଢୋଲ ଆଦି ବଜାଇବା ବ୍ୟକ୍ତି — A drummer (Apte); one who plays on a hand-instrument (M.W.)
- ସଂ. ବି—(ପାଣି+ହନ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ) — ଶିଳ୍ପୀ — A handicraftsman. (Apte)
- ସଂ. ବି—(ପାଣି+ହନ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ) — (+ କର୍ମ. ଅ)—ହାତରେ ବଜାଯିବା ମୃଦଙ୍ଗ ଆଦି ବାଦ୍ୟ — Musical instruments played on by the hands