ପାଣିଗାର Pāṇi gāra

  • ଦେ. ବି — ଜଳ ଉପରେ କଟାଯିବା ରେଖା — A line drawn on water
  • ଦେ. ବି — (ଲକ୍ଷଣାର୍ଥ) ପାଣିରେ ରେଖା ପରି ଅସ୍ଥାୟୀ ବିଷୟ — (figurative) Any thing as transient as a line drawn on water