ପାଣିଗଡ଼ା Pāṇi gaṟḍ̠ā

  • ଦେ. ବି — ପାଣି ଗଡ଼ିବା (ଦେଖ) — Pāṇi gaṟḍ̠ibā (See)
  • ଦେ. ବି — ମାଛ ଧରିବା ପାଇଁ ଉପରୁ ତଳକୁ ପାଣି ବହି ଯିବା ପାଇଁ କରାଯିବା ନାଳି — A channel cut for the flow of water for fishing purpose