ପାଣିକେନ୍ଦୁ Pāṇi kendu
- ପ୍ରାଦେ (ପୁରୀ) ବି — ବୈଶ୍ୟ କରଣ ଜାତିବିଶେଷ — A caste of Bai̱ṡyas
- ପ୍ରାଦେ (ପୁରୀ) ବି — [ଦ୍ର—ଏମାନେ ପ୍ରକୃତରେ ବୈଶ୍ୟ; ଏମାନଙ୍କ ସମାଜରେ ବିଧବା ବିବାହ ନାହିଁ ଓ ବାଳିକାବିବାହ ପ୍ରଚଳିତ ଅଛି। କରଣ— ମାନଙ୍କପରି ଏମାନେ ସମାଜରେ ସମ୍ମାନିତ ହୁଅନ୍ତି ଓ ଏମାନଙ୍କର ବଂଶୋପାଧି ମହାନ୍ତି, ନାୟକ ଇତ୍ୟାଦି। ଜମିଦାରୀ ଓ ରାଜଗୀରେ କୌଣସି କୌଣସିଠାରେ ଏମାନେ ଭୋଇ ରୂପେ ଗ୍ରାମର ହିସାବ ପତ୍ର ରଖୁଥିଲେ। କରଣ ଶବ୍ଦ ତଳେ ନୋଟ୍ ଦେଖ।]