ପାଣି ରଖିବା Pāṇi rakhibā
- ଦେ. କ୍ରି — କୌଣସି ଲୋକର ଇଜ୍ଜତ ବା ମହତ୍ତ୍ୱକୁ ବଜାୟ ରଖିବା ବା ରକ୍ଷା କରିବା — To preserve or save the honour of a person
- ଦେ. କ୍ରି — କୌଣସି ବଂଶର ବା ବ୍ୟକ୍ତିର ପ୍ରତିଷ୍ଠା ବା ସୁନାମ ବଜାୟ ରଖିବା — To maintain or keep intact the good name or reputation of a person family