ପାଣି ଭଅଁର Pāṇi bha-añra

  • ଦେ. ବି — ଦୃଢ଼ପୃଷ୍ଠ କୃଷ୍ଣବର୍ଣ୍ଣ ଜଳକୀଟବିଶେଷ — A kind of stiff-winged aquatic insect; the water betle; Dytiscut
  • ଦେ. ବି — [ଦ୍ର—ଏମାନେ ଖୁବ୍ ଦ୍ରୁତ ବେଗରେ ପାଣି ଉପରେ ପହଁରନ୍ତି ଓ ପଛ ଗୋଡ଼ଦ୍ୱାରା ଆହୁଲା ମାରନ୍ତି। ଏମାନେ ମନ୍ଦା ମନ୍ଦା ହୋଇ ପାଣି ଉପରେ ଘୂରିକରି ବୁଲନ୍ତି।]