ପାଣି ବୁହା Pāṇi buhā
- ଦେ. ବି. (ସଂ. ପାନୀୟ+ବହନ) — ଜଳକୁ ପାତ୍ର ଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା — Carrying water in any vessel from one place to another
- ଦେ. ବି. (ସଂ. ପାନୀୟ+ବହନ) — କ୍ଷେତ୍ରକୁ ଜଳାଶୟାଦିରୁ ଜଳ ଉଠାଇବା — Baling of water from a tank for irrigating fields
- ଦେ. ବି. (ସଂ. ପାନୀୟ+ବହନ) — (ଲକ୍ଷଣାର୍ଥ) କୌଣସି କଠିନ ପରିଶ୍ରମସାଧ୍ୟ କାର୍ଯ୍ୟ — (figurative) Any hard or laboursome work
- ଦେ. ବି. (ସଂ. ପାନୀୟ+ବହନ) — [ଦ୍ର—'ଢିଙ୍କି କୁଟା, ପାଣି ବୁହା' 'କୋଡ଼ି ହଣା, ପାଣି ବୁହା' ଓ 'ଘଣା ପେଲା, ପାଣି ବୁହା' ଆଦି ଶବ୍ଦ କଠିନ ପରିଶ୍ରମସାଧ୍ୟ କାର୍ଯ୍ୟ ପ୍ରତି ପ୍ରୟୋଗ କରାଯାଏ।]
- ଦେ. ବିଣ. ଓ ବି — ପାଣି ବୁହାଳି (ଦେଖ) — Pāṇi buhāḻi (See)