ପାଣି ବୁହାଇବା Pāṇi buhāibā
- ଦେ. କ୍ରି—(ସଂ. ପାନୀୟ+ବହ୍ ଧାତୁ) — କ୍ଷେତରେ ମଡ଼ାଇବା ପାଇଁ କୌଣସି ଜଳାଶୟରୁ ଜଳ ଉତ୍ତୋଳନ କରିବା — To bale out or lift water from a tank to irrigate fields
- ଦେ. କ୍ରି—(ସଂ. ପାନୀୟ+ବହ୍ ଧାତୁ) — କୂପ ପୁଷ୍କରିଣୀ ଆଦିରୁ ଗୃହର ବ୍ୟବହାର ପାଇଁ ମାଠିଆ ଆଦିରେ ଜଳ ବହନ କରିବା — To carry water in water-vessels from one place to another