ପାଣି ବାଟ Pāṇi bāṭa
- ଦେ. ବି.—(ସଂ. ପାନୀୟ+ବର୍ତ୍ତ୍ମ) — ଜଳନିର୍ଗମର ପଥ — An opening or channel for the flow of water
- ଦେ. ବି.—(ସଂ. ପାନୀୟ+ବର୍ତ୍ତ୍ମ) — ଜଳ ପଥ — Water way
- ଦେ. ବି.—(ସଂ. ପାନୀୟ+ବର୍ତ୍ତ୍ମ) — ନଦୀ ଓ ପୋଖରୀର ଗାଧୁଆ ଘାଟ ନିକଟକୁ ଯିବାର ରାସ୍ତା — The path leading to a bathing place in a tank or river