ପାଣି ବନ୍ଧାଇବା Pāṇi bandhāibā

  • ଦେ. କ୍ରି.—(ସଂ. ଜଳ+ବନ୍ଧନ) — ଜଳ ପ୍ରବାହ ବନ୍ଦ କରିବା ପାଇଁ ବନ୍ଧ ପକାଇବା — To construct a dam to stop the flow of water