ପାଣି ଫୁଟକା Pāṇi phuṭakā
- ଦେ. ବି.—(ସଂ. ପାନୀୟ+ସ୍ଫୋଟକ) — ଜଳ ବୁଦ୍ବୁଦ — Water bubble
- ଦେ. ବି.—(ସଂ. ପାନୀୟ+ସ୍ଫୋଟକ) — ଏ ଜୀବ ତ ପାଣି ଫୋଟକା ପରାୟେ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି.—(ସଂ. ପାନୀୟ+ସ୍ଫୋଟକ) — (ଲକ୍ଷଣାର୍ଥ)—କୌଣସି ନଶ୍ୱର ବସ୍ତୁ — (figurative) Any transient thing
- ଦେ. ବି.—(ସଂ. ପାନୀୟ+ସ୍ଫୋଟକ) — ଜୀବନଟା ପାଣି ଫୋଟକା, ଫାଟିଯିବ ଠୋ ଫଟକା। ଭିକାରୀ. ଗୀତଲହରୀ।