ପାଣି ଫାଟିଯିବା Pāṇi phāṭij̄ibā

  • ଦେ. କ୍ରି — ଦୁଧଆଦିର ଜଳୀୟାଂଶ ଓ ଛେନା ପୃଥକ୍ ହେବା — To be turned into whey in part when curdled (the curdled portion becoming separate from the water portion)
  • ଦେ. କ୍ରି — (ଲକ୍ଷଣାର୍ଥ) ନିଷ୍ଫଳ ହେବା; ବ୍ୟର୍ଥ ହେବା — (figurative) To be fruitless
  • ଦେ. କ୍ରି — ଯଥା—ମୋର ଏତେ ପରିଶ୍ରମ ପାଣି ଫାଟି ଗଲା।