ପାଣି ଫଳ Pāṇi phaḻa

  • ଦେ. ବି. (ସ. ପାନୀୟ ଫଳ) — ଶିଙ୍ଘଡ଼ା — Water chestnut; Trapa Dispinosa
  • ଦେ. ବି. (ସ. ପାନୀୟ ଫଳ) — [ଦ୍ର—ଏହା ଜଳଜ ଶାକବିଶେଷ। ପଚା— ପୋଖରୀରେ ଏହି ଲଟା ଭାସୁଥାଏ। ଫଳ— ତ୍ରିକୋଣ ଓ ଦୁଇ ଶୃଙ୍ଗବିଶିଷ୍ଟ। ଫୁଲ ଚତୁର୍ଦ୍ଦଳ ଓ ଶ୍ୱେତବର୍ଣ୍ଣ; ବର୍ଷାକାଳ ଅପରାହ୍ଣରେ ଫୁଟେ। କାଶ୍ମୀର ଦେଶୀୟ ଶିଙ୍ଘଡ଼ା ଖୁବ୍ ବଡ଼ ବଡ଼। ଏଥିରୁ ଚୋପା ଛଡ଼ାଇଲେ ଭିତରୁ ଧଳା ସୁସ୍ୱାଦୁ ଶସ ବାହାରେ। ଏଥିରୁ ପାଳୁଅ ହୁଏ।]