ପାଣି ପଡ଼ିବା Pāṇi paṟḍ̠ibā

  • ଦେ. ବି — ଜଳ ପତିତ ହେବା — The falling down of water
  • ଦେ. ବି — ନଈ ବଢ଼ିବା — Inundation of a river
  • ଦେ. ବି — ମନୁଷ୍ୟତା ବା ସ୍ତ୍ରୀତ୍ୱ ପ୍ରାପ୍ତ ହେବା — Attainment of puberty (in the case of a girl) or adolescence (in the case of a boy.)
  • ଦେ. ବି — ଆଜହୁଁ ଏଡ଼େ। ପାଣି ପଡ଼ିଲେ ସେ ହବଟି କେଡ଼େ—ଢଗ।
  • ଦେ. ବି — ଖୋଳା ହେଉଥିବା କୂପ ବା ପୁଷ୍କରିଣୀରେ ଜଳୋଦ୍ଗମ ହେବା ବା ପାଣି ଝରିବା — The first appearance or oozing of water in a tank or well which is being sunk